କବିତା

ବିଶ୍ଵପିତା

Discover Chikiti

କେତେ ଆଉ ଦୁଃଖ ଦେଖିବ ସାଆନ୍ତେ,ରତ୍ନସିଂହାସନେ ବସି,ହୁ ହୁ ଜଳେ ପ୍ରାଣ ଆତଙ୍କ ଜଗତଦେଖ ତୁମେ ହସି ହସି ||ବୋଲାଅ ସଂସାରେ ନାମ ବିଶ୍ଵପିତାଜଳୁଛି ଦୁନିଆ ଆଜିସହୁଛ କିପରି ଆହେ ଚକ୍ରଧାରୀଭାଇ ଭଗ୍ନୀ ସଙ୍ଗେ

କବିତା

ଓଡ଼ିଆ ମୋ ପରିଚୟ

Discover Chikiti

ଉତ୍କଳଭୁଇଁରେ ଜନମ ମୋହର“ଓଡ଼ିଆ ମୋ ପରିଚୟ “କୁହେ ମୁଁ ଓଡ଼ିଆ ଲେଖେ ମୁଁ ଓଡ଼ିଆମୋ ଭାଷା ମୋତେ ଅଭୟ ||ମୋର ମାତୃଭାଷା ଗର୍ବ ଗରୀୟାନଅଛି ପୂର୍ବ ସୁରୀ କୀର୍ତ୍ତି,ମାତୃଭୂମି, ମାତୃଭାଷା ସୁରକ୍ଷାରରଖି ଯାଇଛନ୍ତି ସ୍ମୁତି

କବିତା

ହୃଦୟର ସ୍ୱର ମହୁଠୁ ମିଠା

Discover Chikiti

ହୃଦୟର ସ୍ୱର ମହୁଠୁ ମିଠା ବିନୟ ବଚନ, କହି ତୋଷିବ ପ୍ରାଣୀ ମନ ହୃଦୟର ସ୍ୱର ମହୁଠୁ ମଧୁରତା ଠୁ ଦୁନିଆରେ ନାହିଁ ଟି ଆଉଦୁଇ ପଦ ଯେବେ ଓଠରୁ ଫୁଟିବସେ ସ୍ୱର ଏକା