ଚିକିଟି ଚିକିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ Discover Chikiti February 10, 2024 ଚିକିଟି,୧୦/୦୨; ସ୍ଥାନୀୟ ଚିକିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା
ଚିକିଟି ଓମ୍ ପ୍ରିୟା ପାଇଲେ ମୁଖ୍ୟମନ୍ତ୍ରୀ ପୁରସ୍କାର Discover Chikiti February 8, 2024 ଚିକିଟି, ୦୮/୦୨; କଳଵାଡ ସ୍ଥିତ ବାରାହୀ ବିଦ୍ୟାପୀଠରେ ଗତବର୍ଷ ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ୍ ପାଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଓମ୍ ପ୍ରିୟା ଦାସ ଚିକିଟି ବ୍ଲକରୁ ଏକମାତ୍ର ଛାତ୍ରୀ ବିପିଏଲ ମେଧାବୀ ତାଲିକାରେ
ଚିକିଟି ଘର ସାମନାରୁ ବାଇକ୍ ଚୋରୀ Discover Chikiti February 8, 2024 ଚିକିଟି, ୦୮/୦୨; ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅର୍ନ୍ତଗତ ବିରସିଂହ ଲକ୍ଷ୍ମୀ ନାରାୟଣ ପୁର ଗ୍ରାମରୁ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଏକ ବାଇକ ଚୋରୀ ହେଇଥିବା ଅଭିଯୋଗ ହୋଇଛି । ସବୁଦିନ ପରି
ଚିକିଟି ଚିକିଟି ବ୍ଲକରେ ନୂଆ ବିଡ଼ିଓଙ୍କ ଦାୟିତ୍ଵ ଗ୍ରହଣ Discover Chikiti February 8, 2024 ଚିକିଟି, ୦୮/୦୨; ଚିକିଟି ବ୍ଲକରେ ନୂତନ ବିଡ଼ିଓ ଭାବେ ଲକ୍ଷ୍ମଣ କୁମାର ସୋରେନ୍ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ଚିକିଟି ବିଡ଼ିଓ ପ୍ରମୋଦ କୁମାର ନାୟକଙ୍କ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବିଡ଼ିଓ
ଚିକିଟି ସର୍ପ ସରଂକ୍ଷଣ ସଚେତନତା କାର୍ଯ୍ୟକ୍ରମ Discover Chikiti February 7, 2024 ଉପକୂଳ ଯୁବପୀଢ଼ି, ମହିଳା, ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଚିକିଟି, ୦୭/୦୨; ସୋନପୁର ବ୍ଲୁ ଫ୍ଲାଗ ବିଚ ପରିସରରେ ସୁନାପୁର ବ୍ଲୁ ଫ୍ଲାଗ ବିଚ୍, ୱାଇଲ୍ଡ ଆନିମାଲ୍ସ ପ୍ରୋଟେକ୍ସନ୍ ଫୋର୍ସ ଗଞ୍ଜାମ ଏବଂ ଜଙ୍ଗଲ
ଚିକିଟି ସୁନାପୁର ବିଦ୍ୟାଳୟରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ପାଳିତ Discover Chikiti February 4, 2024 ଚିକିଟି,୦୪/୦୨; ଚିକିଟି ବ୍ଲକ ଅର୍ନ୍ତଗତ ସୁନାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ପରିପ୍ରେକ୍ଷୀରେ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିକିଟି
ଚିକିଟି ସାଇ ବାବା ମନ୍ଦିରର ନୂତନ ମନ୍ଦିର ପ୍ରତିଷ୍ଠା Discover Chikiti January 31, 2024 ଚିକିଟି, ୩୧/୦୧; ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ସାନଡେରାସାହିରେ ଅବସ୍ଥିତ ସତ୍ୟସାଇବାବାଙ୍କ ନୂତନ ମନ୍ଦିର ଏବଂ ବିନାୟକ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି। ଏହି ଉତ୍ସବ ଦୁଇଦିନ ଧରି ଚାଲିବ
ଚିକିଟି ଏକସିଙ୍ଗି ପଞ୍ଚାୟତରେ ସଚେତନତା ଶିବିର Discover Chikiti January 30, 2024 ଚିକିଟି, ୩୦/୦୧; ଚିକିଟି ବ୍ଲକ ଏକସିଙ୍ଗି ପଞ୍ଚାୟତର ପାରାପେଣ୍ଠ ଠାକୁରାଣୀ ମନ୍ଦିର ପରିସରରେ ଆମ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଟୀ
ଚିକିଟି କତୁରୁ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ Discover Chikiti January 29, 2024 ଚିକିଟୀ, ୨୯/୦୧; ଚିକିଟୀ ବ୍ଲକ କତୁରୁ ପଞ୍ଚାୟତର କତୁରୁ ଯାତ୍ରା ପଡିଆରେ ଆମ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ବିଡ଼ିଓ ପ୍ରମୋଦ କୁମାର ନାୟକଙ୍କ ପ୍ରତୋକ୍ଷ
ଚିକିଟି ଭୋଳାସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ Discover Chikiti January 29, 2024 ଚିକିଟି, ୨୯/୦୧; ଚିକିଟି ବ୍ଲକ ଭଳାସିଙ୍ଗି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିମାଞ୍ଚଳ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବି.ଇ.ଓ